The Ultimate Managed Hosting Platform
ADVERTISEMENT

ବେଗୁନିଆ ବ୍ଲକ ସ୍ତରୀୟ କୃଷି ପରାମର୍ଶ କମିଟି(ଆତ୍ମା )ର ପ୍ରଥମ ବୈଠକ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି !

Facebook
Twitter
LinkedIn

ଆଜି ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳା ଠାରେ ବେଗୁନିଆ ବ୍ଲକ ସ୍ତରୀୟ କୃଷି ପରାମର୍ଶ କମିଟି(ଆତ୍ମା )ର ପ୍ରଥମ ବୈଠକ ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ! ଏହି ନୂତନ କମିଟି ଘୋଷଣା ପରେ ଅଧିବେଶନରେ ପୂର୍ବ ତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଦୀପ୍ତିରଞ୍ଜନ ସାହୁଙ୍କୁ ସର୍ବସମ୍ମତି କ୍ରମେ ଆତ୍ମା ବେଗୁନିଆ ବ୍ଲକ ର ଅଧକ୍ଷ ଭାବେ ନିର୍ବାଚିତ କରାଯାଇଥିଲା! ବିଧାୟକ ବେଗୁନିଆ ଓ କୃଷି ଅଧିକରୀ ଙ୍କ ଦ୍ଵାରା ସବୁ କମିଟି ସଭ୍ୟଙ୍କ ତରଫରୁ ଶ୍ରୀ ରାଜେନ୍ଦ୍ର ସାହୁଙ୍କୁ ସମ୍ବନ୍ଧିତ କରାଯାଇଛି!

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login