The Ultimate Managed Hosting Platform
ADVERTISEMENT

ବେଆଇନ ସିମ ବିକ୍ରି ; ୨ ଗିରଫ

Facebook
Twitter
LinkedIn

ଭଦ୍ରକ : ବେଆଇନ ସିମ ବିକ୍ରି ଅଭିଯୋଗରେ ୨ ଜଣ ଗିରଫ । ଭଣ୍ଡାରୀପୋଖରୀ ଓ ବନ୍ତ ଥାନା ଅଂଚଳରୁ ଗିରଫ କଲା ଦିଲ୍ଲୀ ପୋଲିସ । ମଞ୍ଜୁରୀ ରୋଡ ବଜାରର ମୋବାଇଲ ଦୋକାନୀ ସନ୍ତୋଷ ଖଣ୍ଡାଇ ଗିରଫ ହୋଇଛନ୍ତି । ବନ୍ତ ଥାନା ତରାଗୋ ଗାଁର ମହେଶ୍ୱର ପୁଣ୍ଟିଆ ମଧ୍ୟ ଗିରଫ ହୋଇଛନ୍ତି । ଗୋଟିଏ ଆଧାର କାର୍ଡରେ ବହୁ ସିମ ଆକ୍ଟିଭ କରୁଥିବା ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login