ଜଗତସିଂହପୁର : ଘର ଭିତରେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା । ବାଲିକୁଦା ଥାନା ବରଗୁଡିପଡା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଘର ଭିତରେ ପଶି ବୃଦ୍ଧଙ୍କୁ କଟୁରୀରେ ହାଣି ମାରିଲା ଯୁବକ । ଅଭିଯୁକ୍ତ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକ । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାଲିକୁଦା ପୋଲିସର ତଦନ୍ତ ଜାରି ।
Views: 68