The Ultimate Managed Hosting Platform
ADVERTISEMENT

ବୁଲା କୁକୁରଙ୍କୁ ବିଷ ; ଥାନାରେ ଅଭିଯୋଗ କଲେ ସ୍ଥାନୀୟ ବାସୀନ୍ଦା

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆସିଛି ଭିନ୍ନ ଚିତ୍ର । ଚନ୍ଦ୍ରଶେଖରପୁର ଅଞ୍ଚଳ ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି । ଫଳରେ ୬ କୁକୁରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପରିକି ଅଞ୍ଚଳରେ କିଛି କୁକୁର ଅସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login