ଭୁବନେଶ୍ୱର : ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା । ସବୁ ପରିବାରରେ ଅସନ୍ତୋଷ ଥାଏ . ବୁଝି ବିଚାରି କାମ କଲେ ଭଲ । ଦଳରେ ଅନେକ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମତ ଥାଏ । ସେଥିରୁ ଗୋଟିଏ ମତକୁ ନେଇ ଦଳ ଆଗକୁ ଯାଏ ।
ଆଜି ସକାଳେ ବିଜେଡିର ପଦ ଛାଡିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଦେଲେ ଇସ୍ତଫା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଇସ୍ତଫାପତ୍ର । ଗୁରୁତ୍ୱ ଦେଉ ନଥିବାରୁ ପଦବୀ ଛାଡିଥିବା ଇସ୍ତଫାପତ୍ରରେ ଉଲ୍ଲେଖ । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁ ନ ଥିବା ଚିଠିରେ ଅଭିଯୋଗ । ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାକୁ ସମର୍ଥନ କଲେ ଭୂପିନ୍ଦର ସିଂ । ଗତ ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନି । ନୂଆପଡା ଉପନିର୍ବାଚନରେ ସମାନ କଥା ଦେଖିବାକୁ ମିଳିଲା । ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି । ବିଜୁଙ୍କୁ ଛାଡି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ । ନୂଆପଡା ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆଗଲା ନାହିଁ । ଏବେ ଉତ୍ତରାଧିକାରୀର କିଛି ଆବଶ୍ୟକତା ନାହିଁ ।ନବୀନ ପଟ୍ଟନାୟକ ଦଳର ନେତୃତ୍ୱ ନିଅନ୍ତୁ ସେ ସବୁ କିଛି ବୁଝନ୍ତୁ ବୋଲି କହିଛନ୍ତି ଭୂପିନ୍ଦର ।
ବୁଝି ବିଚାରି କାମ କଲେ ଭଲ ; ପ୍ରସନ୍ନ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







