ବୀଭତ୍ସ ହତ୍ୟା; ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଲେ
ବରଗଡ : ଯୁବକଙ୍କ କ୍ଷତ ବିକ୍ଷତ ରକ୍ତାକ୍ତ ମୃତଦେହ ଉଦ୍ଧାର । ୱାର୍ଡ ନଂ ୧ର କେଶବନଗରରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର । କେହି ଜଣେ ମାରଣାସ୍ତ୍ରରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ । ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରି ଓ ମୋବାଇଲ ଜବତ । ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁର ଧରି ପୋଲିସର ଛାନଭିନ । ମୃତ ଯୁବକ ଜଣକ ହେଉଛନ୍ତି ନିଲିବନ୍ଧପଡାର ରାକେଶ ପ୍ରଧାନ ଓରଫ ରାଜୁ । ରାଜୁ ବରଗଡ଼ରେ … Continue reading ବୀଭତ୍ସ ହତ୍ୟା; ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଲେ
Copy and paste this URL into your WordPress site to embed
Copy and paste this code into your site to embed