The Ultimate Managed Hosting Platform
ADVERTISEMENT

ବିସ୍ଫୋରଣରେ ପରିବାରର ୫ ଗୁରୁତର

Facebook
Twitter
LinkedIn

ଅନୁଗୁଳ : ଗ୍ୟାସ ଟାଙ୍କି ଫାଟି ପରିବାରର ୫ ଗୁରୁତର । ତଳମୂଳ ଗାଁରେ ରୋଷେଇ ବେଳେ ଗ୍ୟାସ ଟାଙ୍କି ଫାଟି ଲାଗିଲା ନିଆଁ । ଦୁଇ ଦମ୍ପତିଙ୍କ ସହ ନାବାଳକ ପୁଅ ଆହତ । ଆହତଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି ।
ସୂଚନା ମୁତାବକ ଗ୍ୟାସରେ ମାଛ ଭାଜୁଥିବା ବେଳେ କୈାଣସି କାରଣରୁ ଗ୍ୟାସ ଟାଙ୍କି ଫାଟିଥିଲା । ଫଳରେ ଗୁରୁତର ହୋଇଥିଲେ ସୁମିତ୍ରା ସାହୁ, ସର୍ବେଶ୍ୱର ସାହୁ, ରଞ୍ଜିତ ସାହୁ, ବାବୁଲା ସାହୁ ଓ ତପସ୍ୱିନୀ ସାହୁ ବୋଲି ଜଣାପଡିଛି । ବର୍ତ୍ତମାନ ସମସ୍ତେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login