The Ultimate Managed Hosting Platform
ADVERTISEMENT

ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କର ଚାଲିଗଲା ଜୀବନ !

Facebook
Twitter
LinkedIn

ବ୍ରହ୍ମପୁର : ମା ସହ ବିଷ ପିଇ ଦେଲେ ଭାଇ ଭଉଣୀ । ଏମକେସିଜି ମେଡିକାଲରେ ୩ ଜଣଙ୍କୁ ମୃତ୍ୟୁ ଘୋଷଣା । ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଘଟିଛିି ଅଭାବନୀୟ ଘଟଣା । ସ୍ଥାନୀୟ ଗତ ରାତିରେ ପାଳିବନ୍ଧ ଗାଁର ଏସ. ମାମି ରେଡ୍ଡୀ, ତାଙ୍କ ଝିଅ ମିନା ରେଡ୍ଡୀ ଓ ପୁଅ ରାକେଶ ରେଡ୍ଡୀ କୌଣସି କାରଣକୁ ନେଇ ବିଷ ଖାଇ ଦେଇଥିଲେ । ଲୋକ ୩ ଜଣଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ ନେଇଥିଲେ। ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ୨ ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିଲା । ପାରିବାରିକ କାରଣରୁ ବିଷ ପିଇଥିବା ସୂଚନା ମିଳିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ

ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...

ADVERTISEMENT

Login