ବଲାଙ୍ଗୀର : ଫସଲହାନି ସହି ନ ପାରି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ପୁଇଁତଳା ବ୍ଲକ ବୁବେଇ ଗାଁର ଚାଷୀ ରମେଶ ଭୋଇଙ୍କ ଆତ୍ମହତ୍ୟା । କାଲି ବିଲରେ ବିଷ ପିଇଦେଇଥିଲେ ଚାଷୀ ରମେଶ ଭୋଇ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୀମଭୋଇ ମେଡିକାଲରେ ମୃୃତ୍ୟୁ ।ଚାଷ କରିଥିବା ୧୦ ଏଳରରୁ ୫ ଏଳରରେ ଚକଡା ପୋକ ମାଡି ଯାଇଥିଲେ । ଦୁଃଖରେ ଭାଙ୍ଗି ପଡି ରମେଶ ବିଷ ପିଇଥିବା ସମ୍ପର୍କୀୟଙ୍କ ଅଭିଯୋଗ ।
Views: 82