The Ultimate Managed Hosting Platform
ADVERTISEMENT

ବିଶ୍ୱ ବନ୍ୟପ୍ରାଣୀ ଦିବସରେ ଗିର୍ ଅଭୟାରଣ୍ୟ ବୁଲିଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଶ୍ବ ବନ୍ୟପ୍ରାଣୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ଗସ୍ତରେ ରହିଛନ୍ତି । ଗିର୍ ଅଭୟାରଣ୍ୟର ମୁଖ୍ୟାଳୟ ଶାଶଣ ଗିରରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ବନ୍ୟଜୀବ ବୋର୍ଡ (NBWL) ର ସପ୍ତମ ବୈଠକର ଅଧ୍ୟକ୍ଷତା କରିବେ । ଏହି ଗସ୍ତରେ ମୋଦି ଗୁଜରାଟର ଜୁନାଗଡ଼ ଜିଲ୍ଲାର ଗିର ଅଭୟାରଣ୍ୟରେ ବୁଲୁଛନ୍ତି ମୋଦି । ହାତରେ କ୍ୟାମେରା ଧରି ସିଂହ ସଫାରୀର ମଜା ନେଇଛନ୍ତି । ହାତରେ କ୍ୟାମେରା, ମୁଣ୍ଡରେ ଟୋପି । ପ୍ରଧାନମନ୍ତ୍ରୀଙ୍କ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ଅନ୍ଦାଜରେ ନଜର ଆସିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login