The Ultimate Managed Hosting Platform
ADVERTISEMENT

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ

Facebook
Twitter
LinkedIn

ଭୁବନେଶ୍ୱର : ଆଗାମୀ ବର୍ଷକ ମଧ୍ୟରେ ବିଶ୍ୱସ୍ତରୀୟ ହେବ ନନ୍ଦନକାନନ । ଦୁବାଇରୁ ଖୁବଶୀଘ୍ର ଚିତାବାଘ ଓ ଧଳା ସିଂହ ଶାବକ ଆସିବେ । କାଞ୍ଜିଆ ହ୍ରଦର ବିକାଶ ଲାଗି ଏସଆରସିଙ୍କ ପାଣ୍ଠିରୁ ୧୭ କୋଟି ଦିଆଯାଇଛି । ଖୁବଶୀଘ୍ର ନାଇଟ ସଫାରୀ ମଧ୍ୟ ଆରମ୍ଭ ହେବ କହିଲେ ସଚିବ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login