The Ultimate Managed Hosting Platform
ADVERTISEMENT

ବିଲରେ ନବଜାତ କନ୍ୟାର ମୃତଦେହ

Facebook
Twitter
LinkedIn

ନରସିଂହପୁର : ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । ମାଣିଆବନ୍ଧ ଥାନା କଙ୍କଡା ଯୋଡି ଗାଁ ବିଲରୁ ମୃତଦେହ ଉଦ୍ଧାର । ତେବେ ଛୁଆଟିକୁ କିଏ ଆଣି ଫିଙ୍ଗିଲା ତାହା ଜଣାପଡିନି । ପୋଲିସ ଏ ନେଇ ତଦନ୍ତ ଜାରି କରିଛି । ତେବେ ଶିଶୁ କନ୍ୟା ବୋଲି କିଏ ଜାଣି ଶୁଣି ମରଣମୁହଁକୁ ଠେଲି ଦେଇଛି ବୋଲି ଆଲୋଚନା ହେଉଛି । ନିକଟରେ ସମ୍ବଲପୁର ଅଞ୍ଚଳରେ ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚହଳ ପକାଇଦେଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login