The Ultimate Managed Hosting Platform
ADVERTISEMENT

ବିରାଟ, ରୋହତଙ୍କ A+ କଣ୍ଟ୍ରାକ୍ଟ ବଳବତ୍ତର

Facebook
Twitter
LinkedIn

ନୂଆଦିଲ୍ଲୀ : ବିରାଟ, ରୋହିତଙ୍କୁ ମିଳିଥିବା A+କଣ୍ଟ୍ରାକ୍ଟ ବଳବତ୍ତର ରହିବ । ଉଭୟେ ଟି-ଟ୍ୱେଣ୍ଟି ଓ ଟେଷ୍ଟରୁ ସନ୍ନ୍ୟାସ ସତ୍ତ୍ୱେ A+କଣ୍ଟ୍ରାକ୍ଟ ରହିବ । ଏ ନେଇ ସୂଚନା ଦେଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ । ତେବେ ଗତକାଲି ଟେଷ୍ଟରୁ ଅବସର ନେଇ ଘୋଷଣା କରିଥିଲେ ରୋହିତ । ଭାରତୀୟ କ୍ରିକେଟ ଜଗତକୁ ଏକ ବଡ଼ ଝଟକା । ରୋହିତଙ୍କ ପରେ ଟେଷ୍ଟରୁ ସନ୍ନ୍ୟାସ ନେଲେ କିଙ୍ଗ କୋହଲି । ବିରାଟ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ବିରାଟ ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି । ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା ନେଇଥିଲା, ମୋତେ ତିଆରି କରିଥିଲା ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନ ସାରା ମୋ ସହିତ ରଖି ଆଗକୁ ବଢ଼ିବି ।”

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

୧୮ କେଜି ଗଞ୍ଜେଇ ଜବତ

୧୮ କେଜି ଗଞ୍ଜେଇ ଜବତ

ବାଲିଗୁଡା : ୧୮ କେଜି ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁ ନିକଟରେ ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସର...

ADVERTISEMENT
ଜୟଶଙ୍କରଙ୍କ ଚେତାବନୀ : ଯଦି ଆତଙ୍କୀ ପାକରେ ରହିଛନ୍ତି ତେବେ ତାଙ୍କୁ ସେଠାରେ ହିଁ ମାରିବୁ

ଜୟଶଙ୍କରଙ୍କ ଚେତାବନୀ : ଯଦି ଆତଙ୍କୀ ପାକରେ ରହିଛନ୍ତି ତେବେ ତାଙ୍କୁ ସେଠାରେ ହିଁ ମାରିବୁ

ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବର୍ତ୍ତମାନ ୟୁରୋପର ତିନି ଦେଶ ଗସ୍ତରେ ରହିଛନ୍ତି । ନେଦରଲାଣ୍ଡରେ ରହି ଆତଙ୍କବାଦୀ ବିରୁଦ୍ଧରେ ଭାରତର ଅପେରସନ...

ହେଲିକପ୍ଟରରେ ଆସିଲା ୨୭ ମାଓବାଦୀଙ୍କ ମୃତଦେହ

ହେଲିକପ୍ଟରରେ ଆସିଲା ୨୭ ମାଓବାଦୀଙ୍କ ମୃତଦେହ

ଛତିଶଗଡ : ହେଲିକପ୍ଟରରେ ନାରାୟଣପୁର ଆସିଲା ୨୭ ମାଓବାଦୀଙ୍କ ମୃତଦେହ । ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ଅପରେସନରେ ଟପ୍ ମାଓନେତା ବାସବରାଜ ସମେତ ୨୭ ମାଓବାଦୀଙ୍କ...