The Ultimate Managed Hosting Platform
ADVERTISEMENT

ବିଭିନ୍ନ ବିଏସଏଫ କ୍ୟାମ୍ପ ଗୁଡ଼ିକରେ ବିଏସଏଫ ସ୍ଥାପନା ଦିବସ ପାଳିତ

Facebook
Twitter
LinkedIn

ସାରା ଭାରତରେ ସୀମା ସରହଦର ସୁରକ୍ଷା ଏବଂ ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ୦୧ ଡିସେମ୍ବର ୧୯୬୫ ମସିହାରେ ରେ ବିଏସଏଫ ର ସ୍ଥାପନା କରାଯାଇଥିଲା । ଏହା ପରଠାରୁ ବିଏସଏଫ ବାଟାଲିୟନ ଭାରତ-ପାକିସ୍ଥାନ ଏବଂ ଭାରତ- ବାଂଲାଦେଶ ସୀମା ସୁରକ୍ଷା କରିବା , ଆନ୍ତଃଦେଶିୟ ସୀମା ରେ ବିଭିନ୍ନ ପ୍ରକାରର ଚୋରା ଚାଲାଣକୁ ରୋକିବା , ସରହଦ ନିକଟରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷା ଦେଇ ବିଭିନ୍ନ ଅପରାଧକୁ ନିୟନ୍ତ୍ରଣ କରିଥାଏ । କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ ନକ୍ସଲ ପ୍ରବଣ ରାଜ୍ୟ ରେ ନକ୍ସଲ ମାନଙ୍କ ଆତଙ୍କରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ରାଜ୍ୟ ଗୁଡ଼ିକରେ ନିୟୋଜିତ ହୋଇ ସଫଳତାର ସହ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି | ଆଜି ବିଏସଏଫ ପୁରା ଭାରତବର୍ଷରେ ଏହାର ୫୮ ତମ ଜନ୍ମଦିବସ ପାଳନ କରୁଥିବା ବେଳେ , ମାଲକାନଗିରି ଜିଲ୍ଲାର ଖଇରପୁଟ , କୁଡୁମୁଲୁଗୁମ୍ମା ଓ ଗୋବିନ୍ଦପାଲ୍ଲୀ ସ୍ଥିତ କ୍ୟାମ୍ପ ଗୁଡ଼ିକରେ ୧୫୧ ବିଏସଏଫ ର ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ରବିନ୍ଦ୍ର ଠାକୁରଙ୍କ ଉପସ୍ଥିତିରେ ଭାରତ ରାଷ୍ଟ୍ର କୁ ସମ୍ମାନ ପୂର୍ବକ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login