The Ultimate Managed Hosting Platform
ADVERTISEMENT

ବିବାହ ଭୋଜି ଖାଇ ଫେରୁଥିଲା ବେଳେ ଗଛରେ ପିଟି ହୋଇ ଯୁବକ ମୃତ

Facebook
Twitter
LinkedIn

ଟିଟିଲାଗଡ଼ : ବିବାହ ଭୋଜି ଖାଇ ଯିବା ହେଲା କାଳ । ଭୋଜି ଖାଇ ନିଜ ଘରକୁ ଫେରୁଥିବା ବେଳେ ଲିମ୍ବ ଗଛରେ ପିଟି ହୋଇ ଯୁବକ ମୃତ। ସଇଁନ୍ତଲା ଥାନା ଅନ୍ତର୍ଗତ ଗଣ୍ଡପତ୍ରାପାଲି ଗାଁର ସମିର ସେଠ ଗତ ରାତିର ସଇଁନ୍ତଲା ଥାନା ଅଧୀନସ୍ଥ ଲୁହୁରାପାଲି ଗାଁ କୁ ନିଜ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ।
ବିଳମ୍ବିତ ରାତ୍ରୀରେ ନିଜ ବାଇକ ଯୋଗେ ଘରକୁ ଫେରିବା ବେଳେ ବରଗାଁ ଜାତୀୟ ରାଜପଥ ୨୬ ନିକଟରେ ଥିବା ଲିମ୍ବ ଗଛରେ ଦ୍ରୁତ ଗତିରେ ଗାଡ଼ିଟି ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଫୋନ କରିଥିଲେକ୍ଷ ସଇଁନ୍ତଲା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଆହତ ବ୍ୟକ୍ତିକୁ ଡାକ୍ତରଖାନାକୁ ନେଇ ଥିଲାକ୍ଷ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login