The Ultimate Managed Hosting Platform
ADVERTISEMENT

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Facebook
Twitter
LinkedIn

ଭୁବନେଶ୍ୱର : ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବର ଏୟାର ଫିଲ୍ଡ ଥାନା ପୁନାମା ଗେଟ୍ ନିକଟରେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ୩୦ବର୍ଷର ପ୍ରିୟଙ୍କା ମିଶ୍ର। ଦୁଇ ବର୍ଷ ତଳେ ସେ ସୂରଜ ଦାସଙ୍କୁ ବିବାହ କରିଥିଲେ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଏନେଇ ଥାନାରେ ଏତଲା ଦେଇଛନ୍ତି। ସ୍ବାମୀ ସୁରଜ ଦାସ ଙ୍କୁ ଏୟାର ଫିଲ୍ଡ ଥାନା ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login