The Ultimate Managed Hosting Platform
ADVERTISEMENT

ବିନିକାରେ ବନ୍ଦ ପାଳନ

Facebook
Twitter
LinkedIn

ବିନିକା : ବିନିକାକୁ ସବଡିଭିଜିନ ମାନ୍ୟତା ଦାବିରେ ବନ୍ଦ ପାଳନ । ସକାଳ ୬ରୁ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା । ଜରୁରୀ ସେବାକୁ ବାଦ ଦେଇ ଆଉ ସବୁ ବନ୍ଦ ରଖିବାକୁ ଆହ୍ୱାନ । ଗାଡିମୋଟର ଚଳାଚଳ ଓ ଦୋକାନବଜାର ଆଦି ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ରୋକ ସହ ପ୍ରତିବାଦ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login