The Ultimate Managed Hosting Platform
ADVERTISEMENT

ବିନା କାରଣରେ ଗୃହ ଅଚଳ କରୁଥିଲେ : ପ୍ରଶାନ୍ତ ମୁଦୁଲି

Facebook
Twitter
LinkedIn

ଭୁବନେଶ୍ୱର : ବଜେଟ ଅଧିବେଶନରେ ବିରୋଧୀଙ୍କ ଭୂମିକାକୁ ନେଇ ପ୍ରଶ୍ନ । ପ୍ରଶ୍ନ ଉଠାଇଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ବିଧାନସଭାର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ହେଉଛି ବଜେଟ ଅଧିବେଶନ । ୨୩ ଟି କାର୍ଯ୍ୟ ଦିବସରେ ବିରୋଧୀଙ୍କ କଣ ଭୂମିକା ଥିଲା । ବିନା କାରଣରେ ଗୃହ ଅଚଳ ସହ ଗୃହ ଭିତରେ ତାମସା କରୁଥିଲେ । ବ୍ୟୟ ମଞ୍ଜୁର ବିଲ ପାରିତ ଦିନ ମଧ୍ୟ ବିରୋଧୀ ଦଳର ଭୂମିକା ଦେଖିଥିଲେ । ବିରୋଧୀ ଦଳଙ୍କ ପାଖରେ କିଛି ପ୍ରସଙ୍ଗ ନ ଥିଲା , ଏକ ସୁଆଙ୍ଗ କରୁଛନ୍ତି । ଅନେକ ପ୍ରସଙ୍ଗକୁ ବନ୍ଦ କରେଇ ଦେଇଛନ୍ତ, ଆନ୍ତରିକତା ଜଣାପଡୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT