The Ultimate Managed Hosting Platform
ADVERTISEMENT

ବିଧାନସଭାରେ ଉଠିଲା ବୁଲାକୁକୁର ପ୍ରସଙ୍ଗ

Facebook
Twitter
LinkedIn

ଭୁବନେଶ୍ୱର : ବିଧାନସଭାରେ ଉଠିଲା ବୁଲା କୁକୁର ପ୍ରସଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା କାଡ୍ରାକା ଆପାଲା ସ୍ୱାମୀ ଏ ନେଇ ପ୍ରଶ୍ନ ଉଠାଇଛନ୍ତି । ୨୦୨୩ ମସିହା ଠାରୁ ଆରମ୍ଭ କରି ୨୦୨୪ ଯାଏ ଓଡିଶା ରାଜ୍ୟରେ ବୁଲାକୁକର କାମୁଡାରେ ପୁରୁଷ , ମହିଳା ଓ ପିଲାମାନେ ଶିକାର ହୋଇଛନ୍ତି । ପ୍ରତ୍ୟେକ ଗ୍ରାମଠାରୁ ସହର ମଧ୍ୟରେ ଥିବା ଗଳି ସାହି ଅଫିସ ସ୍କୁଲ ଛାତ୍ର ,ଛାତ୍ରୀ ମାନେ ଭୟଭୀତ ହେଉଛନ୍ତି ଏଥି ସକାଶେ ସରକାର ପକ୍ଷରୁ କଣ ପଦକ୍ଷେପ ନେଇଛନ୍ତି ତାହାର ସବିଶେଷ ତଥ୍ୟ ଗୃହରେ ରଖନ୍ତୁ । ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ଫଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ରାଜ୍ୟର ୮ ଟି ସହରାଞ୍ଚଳରେ ୪ ହଜାର ୬୦୫ କୁକୁରଙ୍କ ବନ୍ଧ୍ୟା କରଣ କରାଯାଇ ଥିବା ବେଳ ଚଳିତ ବର୍ଷ ଅର୍ଥାତ ଏଇ ୧୦ ମାସ ରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ା ରେ ଶିକାର ହୋଇଛନ୍ତି , ସେହିପରି ଗତବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login