ଭୁବନେଶ୍ୱର : ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା । ଅପପୁଷ୍ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଜୟନାରାୟଣ ମିଶ୍ରଙ୍କ ସମାଲୋଚନା । ଓଡିଶାରେ ୧୯ ପ୍ରତିଶତ ଛୁଆ କମ୍ ଓଜନର ଜନ୍ମ ହେଉଛନ୍ତି । ୩୧% ପୁଷ୍ଟି ହୀନତା, ୬୪% ଶିଶୁ ରକ୍ତହୀନତାର ଶିକାର ହେଉଛନ୍ତି । ଏଇଟା କଣ ୫ଟି, ଏହା କଣ ଓଡିଶାର ବିକାଶ ବୋଲି ପ୍ରଶ୍ନ କଲେ । ଏ ନେଇ ଗୃହରେ ବିବୃତି ଦାବି କଲେ ଜୟନାରାୟଣ । … Continue reading ବିଧାନସଭାରେ ଅପପୁଷ୍ଟି ପ୍ରସଙ୍ଗ
Copy and paste this URL into your WordPress site to embed
Copy and paste this code into your site to embed