ଜଳେଶ୍ୱର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଶ୍ରମିକ ଗୁରୁତର । ବାଲିଆପାଳ ବସଷ୍ଟାଣ୍ଡ ନିକଟରେ କାମ କରିବା ବେଳେ ଅଘଟଣ । ଘର କାମ କଲା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲେ ୬ ଶ୍ରମିକ । ଗୁରୁତର ୨ ଜଣଙ୍କୁ ବାଲେଶ୍ୱର ଓ ଆଉ ୪ ବାଲିଆପାଳରେ ଭର୍ତ୍ତି । ଏକ ଘରୋଇ ବିଲଡିଂରେ ଶ୍ରମିକମାନେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଶ୍ରମିକ । ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।
Views: 76











