The Ultimate Managed Hosting Platform
ADVERTISEMENT

ବିଦ୍ୟୁତ ଆଘାତରେ ମାଆ, ପୁଅ ମୃତ

Facebook
Twitter
LinkedIn

ଖଲ୍ଲିକୋଟ : ବିଦ୍ୟୁତ ଆଘାତରେ ମାଆ ପୁଅ ମୃତ, ଅଜା ଗୁରୁତର । ଖଲ୍ଲିକୋଟ ଥାନା ଲୋଘଂର ଗାଁରେ ଅଭାବନୀୟ ଘଟଣା । ଛାତରେ ପାଣି ଦେବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅ ମୃତ । ମାଆ ଏବଂ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଅଜା ଗୁରୁତର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login