The Ultimate Managed Hosting Platform
ADVERTISEMENT

ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ

Facebook
Twitter
LinkedIn

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତକୁ ନେଇ ବର୍ଷିଲେ ବିଜୟ ପଟ୍ଟନାୟକ । ବିଦେଶ ଭ୍ରମଣ ଫଳରେ ୨୦୧୬ରୁ ଆଜି ପର୍ଯ୍ୟନ୍ତ କେତେ ପୁଞ୍ଜି ଆସିଛି । ୨୦୧୬ରୁ ୨୦୨୨ ଭିତରେ କେବଳ ୫ ବିଦେଶୀ ନିବେଶକ ଆସିଛନ୍ତି । କେବଳ ୧୩୬୮ କୋଟି ପୁଞ୍ଜି ନିବେଶ ହୋିଥିବା ଆରଟିଆଇ ରୁ ଜଣାପଡିଛି । ତା ହେଲେ ବ୍ୟୟ ବହୁଳ ମେକ ଇନ ଓଡିଶାରୁ ଲାଭ କଣ । ୨୦୧୬ ରେ ୨୦ କୋଟି , ୨୦୧୮ ରେ ୩୪ କୋଟି ଖର୍ଚ୍ଚ ହେଲା । ମଞ୍ଚରେ କେବଳ ଜଣେ ଓଡିଆ ନିବେଶକ ଥିଲେ , ଅନ୍ୟ ସମସ୍ତେ ଅଣ ଓଡିଆ । ମେକ ଇନ ଓଡିଶା ଜରିଆରେ ନିଯୁକ୍ତି ନେଇ ସରକାରଙ୍କ ତଥ୍ୟ ସତ ତ । ଯଦି ଯାଞ୍ଚ କରିଛନ୍ତି ତା ହେଲେ କେଉଁ ସରକାରୀ ଅଧିକାରୀ ଯାଞ୍ଚ କରିଛନ୍ତି । କେତେ ଓଡିଆଙ୍କୁ ନିଯୁକ୍ତି ମିଳିଛି ସରକାର ତଥ୍ୟ ଦିଅନ୍ତୁ । ବିଦେଶରେ କାହିଁକି କରୁଛନ୍ତି , ଓଡିଶାରେ କାହିଁକି କରୁ ନାହାନ୍ତି । ଓଡିଶାରେ କଣ ନିବେଶକ ନାହାନ୍ତି ବୋଲି ପ୍ରଶ୍ନ କଲେ ବିଜୟ ପଟ୍ଟନାୟକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login