The Ultimate Managed Hosting Platform
ADVERTISEMENT

ବିଦା ହେଲେ ବୈପାରୀଗୁଡା ଆଇଆଇସି

Facebook
Twitter
LinkedIn

ବୈପାରୀ ଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ । ସୁଶାନ୍ତ ଶତପଥୀଙ୍କୁ ଚାକିିିରିରୁ ବହିଷ୍କାର କଲେ ଡିଜିପି । ଭିଜିଲାନ୍ସ ଜାଲରେ ଧରା ପଡିବା ପରେ ଚାକିରୀରୁ ବିଦା । ଗତ ୨୮ ତାରିଖରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିଲେ ଆଇଆଇସି। ସୁଶାନ୍ତଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ୩୭ ଲକ୍ଷରୁ ଊର୍ଦ୍ଧ୍ବ ନଗଦ କ୍ୟାସ। ସୂଚନା ଅନୁସାରେ ଵହିଷ୍କୃତ ଆଇଆଇସି ସୁଶାନ୍ତ ଶତପଥିଙ୍କ ନାଁରେ ଥିଲା ଏକାଧିକ ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ୨୦୧୨ ରେ ଜଗତସିଂହପୁର ଏସପି ବ୍ଲାକ ମାର୍କ ଦେଇଥିଲେ। ୨୦୧୮ରେ କଟକ ଗ୍ରାମାଞ୍ଚଳରେ କାମ କଲା ବେଳେ ମଧ୍ୟ ଥିଲା ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ୨୦୨୦ରେ ରାୟଗଡାରେ କାମ କଲା ବେଳେ ଏସପି ପକ୍ଷରୁ ମଧ୍ୟ ହୋଇଥିଲା ବିଭାଗୀୟ କାର୍ୟ୍ୟାନୁଷ୍ଠାନ। ୨୦୨୦ ଜାନୁଆରୀ ୩୦ରେ ରାୟଗଡା ଏସପିଙ୍କ ଦ୍ଵାରା ପୂର୍ବରୁ ନିଲମ୍ବିତ ମଧ୍ୟ ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login