The Ultimate Managed Hosting Platform
ADVERTISEMENT

ବିଜେପି ବିଧାୟକ ପାର୍ଥୀ ଶ୍ରୀ ଓମ ପ୍ରକାଶ ମିଶ୍ର ଜିଲ୍ଲାପାଳ ଙ୍କୁ ଭେଟି ଏକା ଦାବିପତ୍ର ଦେଲେ!

Facebook
Twitter
LinkedIn

କଣାସ ବ୍ଲକ ରେ ବନ୍ୟାରେ ଖେୟକ୍ଷେତି ହୋଇଥିବା ଅଞ୍ଚଳ ଗୁଡିକ ସମ୍ପୂର୍ଣ ବନ୍ୟା ଅଞ୍ଚଳ ରୂପେ ଘୋସଣା କରିବା ସହିତ କଣାସ ବ୍ଲକ ର ଅନେକ ସମସ୍ୟା ବିଷୟରେ ଆଜି ପୁରୀ ଜିଲ୍ଲାପାଳ ଙ୍କୁବ୍ଲକ ଅଦକ୍ଷା ପ୍ରଭାତି ରାଉତ ଙ୍କ ସହିତ ସମସ୍ତ ବିଜେପି ସମର୍ତ୍ତିର୍ଥ ସରପଞ୍ଚ, ସମିତି ସଭ୍ୟ ଓ ସତ୍ୟବାଦୀ ବିଜେପି ବିଧାୟକ ପାର୍ଥୀ ଶ୍ରୀ ଓମ ପ୍ରକାଶ ମିଶ୍ର ଜିଲ୍ଲାପାଳ ଙ୍କୁ ଭେଟି ଏକା ଦାବିପତ୍ର ଦେଲେ!

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login