The Ultimate Managed Hosting Platform
ADVERTISEMENT

ବିଜେପି ନେତାଙ୍କୁ ନିର୍ମମ ହତ୍ୟା

Facebook
Twitter
LinkedIn

ମାଲକାନଗିରି : ମାଓବାଦୀଙ୍କ ଜଘନ୍ୟ କାଣ୍ଡ । ବିଜେପି ନେତାଙ୍କୁ କଲେ ହତ୍ୟା । ମାଲକାନଗିରି ସୀମାନ୍ତ ଛତିଶଗଡ ନାରାୟଣପୁରରେ ମାଓ ବର୍ବରତା । ବିଜେପି ଜିଲ୍ଲା ଉପସଭାପତି ସାଗର ସାହୁଙ୍କୁ ନିର୍ମମ ହତ୍ୟା । ଛୋଟେ ଡଙ୍ଗର ଗାଁ ଶିତଲା ମନ୍ଦିରକୁ ଯିବା ବାଟରେ ହତ୍ୟାର ଶିକାର ହୋଇଛନ୍ତି ବିଜେପି ଜିଲ୍ଲା ଉପସଭାପତି । ତେବେ ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login