ବିଜାପୁର : ଛତିଶଗଡ ବିଜାପୁରରେ ପୁଣି ମାତିଲେ ମାଓବାଦୀ । ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ । ପୋଲିସ ଇନଫର୍ମର ସନେ୍ଦହରେ ବିଜେପି କର୍ମୀଙ୍କୁ ହତ୍ୟା । ମୃତକ ଜଣକ ହେଲେ ସତ୍ୟମ ପୁନେମ । ସେ ବିଜାପୁରରେ ମଣ୍ଡଳସ୍ତରୀୟ ବିଜେପି କର୍ମୀ ଥିଲେ । ପୂର୍ବରୁ ବି ସତ୍ୟମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ ନକ୍ସଲ ।
Views: 31