The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିଜେପିରେ ସାମିଲ ହେବେ ନବୀନ ନନ୍ଦ

Facebook
Twitter
LinkedIn

ଢେଙ୍କାନାଳ: ପୂର୍ବତନ ବିଧାୟକ ନବୀନ ନନ୍ଦ ବିଜେପିରେ ମିଶିବେ। ଚଳିତବର୍ଷର ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶ୍ରୀ ନନ୍ଦ ବିଜେପିରେ ଯୋଗଦେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଏଥିପାଇଁ ସେ ତାଙ୍କ ସମର୍ଥକମାନଙ୍କ ସହ ଆଲୋଚନା, ପର୍ୟ୍ୟାଲୋଚନା ଜାରି ରଖିଛନ୍ତି। ତେବେ, ସେ କେବେ ବିଜେପିରେ ଯୋଗଦେବେ ତାହା ସ୍ପଷ୍ଟ ହୋଇନାହିଁ। ଏଥିପାଇଁ ଦଳର ଉଚ୍ଚ ନେତୃବୃନ୍ଦଙ୍କଠାରୁ ସେ ସବୁଜସଙ୍କେତ ପାଇଥିବା ଜଣାପଡ଼ିଛି। ଶ୍ରୀ ନନ୍ଦ ୨୦୦୦ ମସିହାରେ ବିଜେପି ଓ ବିଜେଡି ମେଣ୍ଟ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ୨୦୦୪ ମସିହା ନିର୍ବାଚନରେ ଦଳୀୟ ଟିକେଟ୍ ନମିଳିବାରୁ ସେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ। ଏଥିରେ ସେ ବିଜୟୀ ହୋଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସରୋଜ ସାମଲଙ୍କୁ କଡ଼ା ଟକ୍କର ଦେଇଥିଲେ। ଏହାପରେ ସେ ଦଳବଦଳ କରି ଏନ୍ସିପିରେ ଯୋଗ ଦେଇଥିଲେ। ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଯିବା ପରେ ଏଥିରୁ ସେ ଫାଇଦା ଉଠାଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login