ଭୁବନେଶ୍ୱର : ବିଜେପିରେ ମିଶିଲେ ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲ୍କୋର ସିଏମଡି ଡକ୍ଟର ତପନ ଚାନ୍ଦ । ରାଜ୍ୟ ବିଜେପି କାର୍ୟ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ୮୦ ଦଶକରେ ଡକ୍ଟର ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଓ ବିଜେପି ସହ ଜଡ଼ିତ ଥିଲେ । ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନ ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୩ ଦଶନ୍ଧିରୁ ଅଧିକ ସମୟ ଧରି ଇସ୍ପାତ କାରଖାନା, କୋଲଇଣ୍ଡିଆ ଏବଂ ନାଲକୋ ଭଳି ବୃହତ ଶିଳ୍ପ ସଂସ୍ଥାର ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି । ଡକ୍ଟର ଚାନ୍ଦ ସେଂଟ୍ରାଲ କୋଲ, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲକୋରେ ନିଜର ଉଲ୍ଲେଖନୀୟ କାମ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ସେ ନାଲକୋକୁ ଏକକ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତନ କରିଥିଲେ । କୋଇଲା ଇସ୍ପାତ ଓ ଆଲୁମିନା କ୍ଷେତ୍ରରେ ଜନକଲ୍ୟାଣ କାମ ପାଇଁ ସେ ବେଶ୍ ଲୋକପ୍ରିୟ । ବହୁ ସମ୍ମାନଜନ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି । ଭାରତର ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି ।
ବିଜେପିରେ ମିଶିଲେ ନାଲକୋ ସିଏମଡି ତପନ ଚାନ୍ଦ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







