The Ultimate Managed Hosting Platform
ADVERTISEMENT

ବିଜେଡି ସହ ୱାନ ଟୁ ୱାନ ଫାଇଟ-ଜୟ ନାରାୟଣ

Facebook
Twitter
LinkedIn

ଭୁବନେଶ୍ୱର : ପଦାଧିକାରୀ ବୈଠକ ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ୨୪ରେ ବିଜେଡି ସହ ୱାନ ଟୁ ୱାନ ଫାଇଟ ହେବ କହିଲେ ଜୟନାରାୟଣ । ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ସଂଘର୍ଷ । କିଛି ଘରର ଦାୟିତ୍ୱ ନେବେ ଜଣେ ଲେଖାଏଁ ବିଜେପି କର୍ମକର୍ତ୍ତା । କଂଗ୍ରେସ ମୈଦାନରେ ନାହିଁ , ତେଣୁ ବିଜେଡି ସହ ୱାନ ଟୁ ୱାନ ଫାଇଟ ହେବ । ୫୦ ପ୍ରତିଶତ ଭୋଟ୍ ହାତେଇବା ପାଇଁ ବୁଥ୍ ସ୍ତରରେ ରଣନୀତି ପ୍ରସ୍ତୁତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login