The Ultimate Managed Hosting Platform
ADVERTISEMENT

ବିଜେଡି ମନରେ ପାପ ଅଛି-ରବି ନାୟକ

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଓଡିଆ ଅସ୍ମିତା ପାଇଁ ଆମେ ସ୍ୱର ଉଠାଉଛୁ, ମନରେ ପାପ ନାହିଁ । ବିଜୁ ବାବୁ ଓଡିଶାର ନୁହେଁ ବିଶ୍ୱର ବରପୁତ୍ର । ଲୋକଙ୍କ ମନରେ ବିତୃଷ୍ଣା ବିଜୁ ବାବୁଙ୍କ ପାଇଁ ନୁହେଁ , ବିଜେଡି ପାଇଁ । ବିଜୁ ବାବୁ ପଞ୍ଚାୟତକୁ ସଶକ୍ତ କଲେ .ଏମାନେ ଛିନଭିନ କରିଦେଲେ । ଯେଉଁମାନେ ରାଜନୈତିକ କାରଣ କହୁଛନ୍ତି, ତାହା ଠିକ ନୁହେଁ । ପାପ ବିଜୁ ଜନତା ଦଳ କରିଛି ବୋଲି କହିଲେ ରବି ନାୟକ । ବିଜୁ ବାବୁଙ୍କୁ କୈାଣସି ସରକାର ଅବମାନନା କରିବ ନାହିଁ । ବିଜୁ ବାବୁଙ୍କୁ ଯେଉଁ ସମ୍ମାନ ଦେବା କଥା ବିଜେଡି ଦେଇନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login