The Ultimate Managed Hosting Platform
ADVERTISEMENT

ବିଜେଡି ପ୍ରବଳ ଭୟଭୀତ: ଗୋଲକ

Facebook
Twitter
LinkedIn

ଭୁବନେଶ୍ୱର : ରାମ ମାହୋଲରୁ ବିଜେଡିର ଭୋଟ ନେବାକୁ ପ୍ରୟାସ ଅଭିଯୋଗ । ଅଭିଯୋଗ କଲେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। ବିଜେଡି ପ୍ରବଳ ଭୟଭୀତ , ସେଥିପାଇଁ ଜଗନ୍ନାଥଙ୍କ ନାଁରେ ଭୋଟ ଚେଷ୍ଟା। ଆମେ ଗୋଟିଏ ଦିନ ଛୁଟି, ମଦ ଦୋକାନ ବନ୍ଦ ପାଇଁ କହିଲୁ , ଶୁଣିଲେନି। ଯେତେବେଳେ ସାରା ଦେଶ ରାମମୟ ହେଲା ସେତେବେଳେ ଗୋଡ କାଢିଲେ। ବିଜେଡି ଭୋଟ କାଙ୍ଗାଳ , ଭୂଆଁ ବୁଲାଇ ଭୋଟ ନେବାକୁ ପ୍ରୟାସ କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login