The Ultimate Managed Hosting Platform
ADVERTISEMENT

ବିଜେଡି ଛାଡିଲେ ରାମଚନ୍ଦ୍ର ପଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେଲେ ରାମଚନ୍ଦ୍ର ପଣ୍ଡା । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଇସ୍ତଫା । ଦଳର ସଭାପତି ନବୀନଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ଇସ୍ତଫା ପତ୍ରରେ କଡା କଥା ଲେଖିଲେ ରାମଚନ୍ଦ୍ର ପଣ୍ଡା । ୧୫ ଦିନ ହେଲା ଆଲୋଚନା ପାଇଁ ଚେଷ୍ଟା କରୁଥିଲେ ବିି ସୁଯୋଗ ମିଳିଲାନି । ଉପର ଠାଉରିଆ ଭାବେ ସରକାରୀ ପଦବୀ ଦେଇ ଦଳରେ ରଖିବା ଉଦେ୍ଦଶ୍ୟ । ଏହା ମୋର ସ୍ୱାଧୀନତା ଓ ସ୍ୱାଭିମାନ ପ୍ରତି କଟାକ୍ଷ କହିଲେ ରାମଚନ୍ଦ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login