ଭୁବନେଶ୍ୱର : ଗୃହରେ ବିଜେଡିର ହଟ୍ଟଗୋଳକୁ ନେଇ ମନ୍ତ୍ରୀ ରବି ନାୟକଙ୍କ ଜବାବ । ବିଜେଡି ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ । ଏଥିରୁ ସ୍ପଷ୍ଟ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି । ବିଜୁଙ୍କୁ ନେଇ ବିଜେଡି ରାଜନୀତି କରୁଛି , ଆମେ ଆଗଧାଡିରେ ରଖିଛୁ । ବିଜେଡି ପାଦ ତଳୁ ମାଟି ଖସିଗଲାଣି , ପରିଚୟ ସଙ୍କଟ ଦେଖାଦେଲାଣି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହିଁଛି ବିଜେଡି । ଏଥିରୁ ସ୍ପଷ୍ଟ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି । ବିଜୁଙ୍କୁ ନେଇ ବିଜେଡି ରାଜନୀତି କରୁଛି, ଆମେ ଆଗଧାଡିରେ ରଖିଛୁ । ବଜେଡି ପାଦ ତଳୁ ମାଟି ଖସିଗଲାଣି , ପରିଚୟ ସଙ୍କଟ ଦେଖାଦେଲାଣି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି । ବିଜୁ ବାବୁ ଓଡିଶାର ଗର୍ବ ଓ ଗୈାରବ , ବିଜେଡିର ନୁହେଁ ।
Views: 25