The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବିଜେଡିରେ ଶହେ ବିଭୀଷଣ-ପୃଥ୍ୱୀରାଜ

Facebook
Twitter
LinkedIn

ଭୁବନେଶ୍ୱର :ବିଜେଡିରେ ଶହେରୁ ଅଧିକ ବିଭୀଷଣ ବାହାରିବେ କହିଲେ ପୃଥ୍ୱୀରାଜ । ବିଜେଡିର ରାବଣରାଜ୍ ଶେଷ କରିବାକୁ ଶହେ ବିଭୀଷଣ ବାହାରିବେ । ଯେଉଁମାନେ ରାବଣ ରାଜ୍ ଶେଷ ଚାହୁଁଛନ୍ତି , ସେମାନେ ବିଜେପି ସହ ଅଛନ୍ତି । ଏବେ ବିଜେଡି ଓ ରାଜ୍ୟ ସରକାରରେ ଭ୍ରଷ୍ଟାଚାର, ଏକଛତ୍ରବାଦ ଚାଲିଛି । ଏହାକୁ ଶେଷ କରିବାକୁ ବଜେଡିରୁ ଶହେରୁ ଉଦ୍ଧ୍ୱର୍ ବିଭୀଷଣ ବାହାରିବେ । ବିଜେଡିରେ ୮୦ ପ୍ରତିଶତ ନେତା ଦଳ ଛାଡିବା ନେଇ ମାନସିକ ଭାବେ ପ୍ରସ୍ତୁତ । କାହାକୁ ବିଜେପି ନେବ ତାହା ସମୟ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ପୃଥ୍ୱୀରାଜ । ବିଜେଡିରେ ବିଘଟମ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT