The Ultimate Managed Hosting Platform
ADVERTISEMENT

ବିଜେଡିରେ ମିଶିପାରନ୍ତି ବିଜୟଙ୍କ ପୁଅ !

Facebook
Twitter
LinkedIn

ଭୁବନେଶ୍ୱର : କେନ୍ଦ୍ରାପଡା ରାଜନୀତିକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ଏହି ଚର୍ଚ୍ଚା ଆହୁରି ଜୋର ହୋଇଛି । ଖାସକରି ଜିଲ୍ଲାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଓ ପୁଅ ଅରବିନ୍ଦ ମହାପାତ୍ର, କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହାକୁ ନେଇ ନାନାଦି ଚର୍ଚ୍ଚା ହେଉଛି । ବିଜୟ ମଧ୍ୟ ଏଯାଏଁ ଆଗାମୀ ରାଜନୈତିକ ଭବିଷ୍ୟତକୁ ନେଇ ସ୍ପଷ୍ଟ ସଂକେତ ଦେଇନାହାନ୍ତି । କିନ୍ତୁ ଏହା ଭିତରେ ଚର୍ଚ୍ଚା ହେଉଛି, ବିଜୟଙ୍କ ପୁଅ ଅରବିନ୍ଦ ଖୁବଶୀଘ୍ର ବିଜେଡିରେ ଯୋଗ ଦେଇ ପାରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login