The Ultimate Managed Hosting Platform
ADVERTISEMENT

ବିଜେଡିରୁ ଅଫର ଅଛି-ମନ୍ମଥ

Facebook
Twitter
LinkedIn

ଭୁବନେଶ୍ୱର : ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢିବେ କ୍ୟାପଟେନ ମନ୍ମଥ ରାଉତରାୟ । ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଜଟଣୀରୁ ଲଢିବା ନେଇ ନିଜେ ସ୍ପଷ୍ଟ କଲେ ମନ୍ମଥ । କିନ୍ତୁ କଂଗ୍ରେସ ଟିକେଟରୁ ଲଢିବେନି କହିଲେ ମନ୍ମଥ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଛି । ବିଜେଡିରୁ ଅଫର ମଧ୍ୟ ଅଛି କହିଲେ ମନ୍ମଥ ରାଉତରାୟ । ବାପାଙ୍କ ନିଦେ୍ର୍ଦଶକ୍ରମେ ଜଟଣୀ ପାଇଁ କାମ କରୁଛି । ଚାକିରିରୁ ଇସ୍ତଫା ଦେଇ ସାରିଛି , କ୍ଲିୟରାନ୍ସକୁ ଅପେକ୍ଷା ବୋଲି କହିଛନ୍ତି ମନ୍ମଥ । ଅକ୍ଟୋବର ଶେଷ ସୁଦ୍ଧା କ୍ଲିୟରାନ୍ସ ମିଳିବ ବୋଲି ଆଶା । ନଭେମ୍ବର ଆରମ୍ଭରେ ସ୍ପଷ୍ଟ କରିବି , କେଉଂ ଦଳରୁ ଲଢିବି । ତେବେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ସମସ୍ତଙ୍କ ନଜର ରହିଛି ମନ୍ମଥ ରାଉତରାୟ କେଉଁ ଦଳରୁ ନିର୍ବାଚନ ଲଢୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login