The Ultimate Managed Hosting Platform
ADVERTISEMENT

ବିଜେଡିକୁ ଅଲବିଦା କହିଲେ ଆକାଶ , ଅନୁଭବ

Facebook
Twitter
LinkedIn

ଭୁବନେଶ୍ୱର : ଗୋଟିଏ ଦିନରେ ବିଜେଡି ଛାଡିଲେ ଅଭିନେତା ଅନୁଭବ ଓ ଆକାଶ । ବିଜେଡିକୁ କଲେ ବାଏ ବାଏ । ଇସ୍ଥଫା ଦେବା ପରେ ଆକାଶ କହିଲେ ଅନ୍ତରାତ୍ମାର ସ୍ୱର ଏବଂ ଆତ୍ମସମ୍ମାନ ପାଇଁ ବିଜେଡିରୁ ଇସ୍ତଫା ଦେଇଛି । ଦଳ ଉପରେ ଅଭିମାନ ପାଇଁ ଇସ୍ତଫା ଦେଇଛି, ଆଉ ସବୁଠାରୁ ବଡ଼ କଥା ହେଲା, ମୋ କୋରେଇ ଲୋକଙ୍କ ସ୍ୱାଭିମାନ ପାଇଁ ଆଜି ଇସ୍ତଫା ଦେବାକୁ ବାଧ୍ୟ ହେଲି । ଅନୁଭବ ବିଜେଡି ସଭାପତିଙ୍କ ପାଖକୁ ଇସ୍ଥଫା ପତ୍ର ପଠାଇଲେ । ସାଂସଦ ଅନୁଭବ ମହାନ୍ତି ବିଜେଡିକୁ କହିଲେ ଅଲବିଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login