The Ultimate Managed Hosting Platform
ADVERTISEMENT

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଜାରି

Facebook
Twitter
LinkedIn

ଭୁବନେଶ୍ୱର : ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ଜାରି । ସିଗନାଲ ଜେଇଙ୍କୁ ତାଙ୍କ ସୋର ସ୍ଥିତ ଭଡାଘରକୁ ନେଲା ସିବିଆଇ । ସିଗଲାନ ଜେଇଙ୍କ ଉପସ୍ଥିତିରେ ଭଡାଘରକୁ ଖୋଲିଲା ସିବିଆଇ । ଭଡାଘରେ ସିଗନାଲ ଜେଇଙ୍କୁ ସିବିଆଇର ପଚରାଉଚରା ଓ ଛାନଭିନ । ପୂର୍ବରୁ ସିଗନାଲ ଜେଇଙ୍କ ସୋର ଭଡାଘରକୁ ସିଲ କରିଥିଲା ସିବିଆଇ । ସୂଚନାଯୋଗ୍ୟ, ଗତକାଲି ୩ ଜଣିଆ ସିବିଆଇ ଟିମ ଗତକାଲି ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲେ। ତାଙ୍କ ପତ୍ନୀ ଘରେ ନଥିବାରୁ ସିବିଆଇ ଅପେକ୍ଷା କରି କରି ଗତକାଲି ସନ୍ଧ୍ୟାରେ ଘର ସିଲ କରିଥିଲା। ଟିମ୍ ସିଲ ପରେ ଫେରି ଆସିଥିଲା। ସୋର ଥାନାର ଦୁଇଜଣ ପୋଲିସ କର୍ମଚାରୀ ଘର ଜଗିଥିଲେ। ଯାହା ଜଣାପଡ଼ିଛି ଶ୍ରୀ ଖାନଙ୍କ ପତ୍ନୀ ପଶ୍ଚିମବଙ୍ଗସ୍ଥିତ ନିଜ ଘରକୁ ଯାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login