The Ultimate Managed Hosting Platform
ADVERTISEMENT

ବାହାନଗା ଟ୍ରାଜେଡି : ଏମସରେ ପଡି ରହିଛି ୨୮ ମୃତଦେହ

Facebook
Twitter
LinkedIn

ଭୁବନେଶ୍ୱର : ଏମସରେ ପଡି ରହିଛି ୨୮ ମୃତଦେହ । ସୂଚନା ଦେଲେ ଭୁବନେଶ୍ୱର ଏମସ ସୁପରିଟେଣ୍ଡଣ୍ଟ । ମୋଟ ୮୧ଟି ମୃତଦେହ ଥିଲା , ଦାବିଦାର ଥିଲେ ୧୧୦ ଜଣ । ଡିଏନଏ ସାମ୍ପଲ ଟେଷ୍ଟରୁ ୫୩ ଜଣଙ୍କ ମ୍ୟାଚ କଲା । ମ୍ୟାଚ ହୋଇ ନଥିବା ୨୮ ମୃତଦେହ ଏମସରେ ସରଂକ୍ଷିତ ରହିଛି । ଗତ ୧୦ ଦିନ ଭିତରେ କୈାଣସି ମୃତକଙ୍କ ଦାବିଦାର ଆସିନାହାନ୍ତି ।ଦାବିଦାର ନ ଥିବା ମୃତଦେହର କଣ କରାଯିବ , ନିଷ୍ପତ୍ତିକୁ ଅପେକ୍ଷା । ରେଳ ମନ୍ତ୍ରାଳୟ, ସିବିଆଇ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login