The Ultimate Managed Hosting Platform
ADVERTISEMENT

ବାହାନଗା ଟ୍ରାଜେଡି : ଆଉ ଜଣେ ମୃତ

Facebook
Twitter
LinkedIn

କଟକ : ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ । ମୃତକ ବିହାର ଅଞ୍ଚଳର ସୋହେଲ ମନସୁର ସୂଚନା । ତାଙ୍କ ବୟସ ୩୭ ବର୍ଷ । କଟକ ଏସସିବି ଟ୍ରମା ଆଇସିୟୁରେ ଚାଲିଥିଲା ଚିକିତ୍ସା । ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୧କୁ ବୃଦ୍ଧି । ଘଟଣା ସ୍ଥଳରେ ୨୮୮ ଏବଂ ଏସସିବିରେ ୩ ଜଣଙ୍କ ମୃତ୍ୟୁ । ମୃତକଙ୍କ କିଡ଼ିନି ସମସ୍ୟା ରହିଥିଲା । ଏସସିବି ମେଡ଼ିକାଲର କୁଳ ସଚିବ ଡକ୍ଟର ଅଭିନାଶ ରାଉତ ଏହି ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଏସସିବିକୁ ଆସିଥିବା ଆହତଙ୍କ ଭିତରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login