The Ultimate Managed Hosting Platform
ADVERTISEMENT

ବାଲେଶ୍ୱର ହସ୍ପିଟାଲରେ ନିଆଁ

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ହସ୍ପିଟାଲର ହାଉସ ସ୍କିପିଂ ରୁମରେ ଅଗ୍ନିକାଣ୍ଡ । ହସ୍ପିଟାଲ ସୁଇପର ଅଫିସରେ ନିଆଁ ଲାଗି ଯାଇଛି । ସଫେଇ ପାଇଁ ଥିବା ଏସିଡରୁ ନିଆଁ ଲାଗିଥିବା ସ୍ପଷ୍ଟ କରାଯାଉଛି । ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା । ସକାଳେ ରୁମ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲର ରୋଗୀଙ୍କ ସମ୍ପର୍କୀୟମାନେ । ତୁରନ୍ତ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସ୍ଥାନୀୟ ଲୋକ । ସଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁରେ କୌଣସି ବଡ଼ କ୍ଷୟକ୍ଷତିର ଅନୁମାନ ଜଣା ପଡିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login