The Ultimate Managed Hosting Platform
ADVERTISEMENT

ବାଲେଶ୍ୱରରେ ନକଲି ଡାକ୍ତର !

Facebook
Twitter
LinkedIn

ବାଲେଶ୍ୱର : ବାଲେଶ୍ୱର ମେଡିକାଲ କଲେଜରେ ଧରାପଡିଲେ ନକଲି ଡାକ୍ତର । ନକଲି ଡାକ୍ତରଙ୍କୁ ଅଟକ ରଖିଲା ଟାଉନ ଥାନା ପୋଲିସ । ମେଡିସିନ ୱାର୍ଡରେ ରୋଗୀ ଦେଖୁଥିବା ବେଳେ ସନେ୍ଦହ ହେଲା । ହସ୍ପିଟାଲ ଷ୍ଟାଫଙ୍କ ସନେ୍ଦହ ପରେ ସିକ୍ୟୁରିଟି ଗାର୍ଡଙ୍କ ଯୁକ୍ତିତର୍କ । ଘଟଣାସ୍ଥଳରେ ପହଁଚି ନକଲି ଡାକ୍ତରଙ୍କୁ ଅଟକ ରଖିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login