ପୁରୀ : ବାଲୁକାକଳା ମାଧ୍ୟମରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଶୁଭେଚ୍ଛା । ପୁରୀ ନିଳାଦ୍ରୀ ବିଚରେ ବାଲୁକା କଳାରେସୁନ୍ଦର ପ୍ରତିକୃତି ଆଙ୍କିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଭାରତର ସର୍ବୋଚ୍ଚ ବେସାମରିକସମ୍ମାନ ଭାରତ ରନô ଉପାଧିରେ ତାଙ୍କୁ ସମ୍ମାନିତ କରାଯାଇଛି । ଏ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହି ଅବସରରେ ପୁରୀ ନୀଳାଦ୍ରି ବିଚରେ ବାଲୁକାକଳା ମାଧ୍ୟମରେ ତାଙ୍କର ଏକ ସୁନ୍ଦର ପ୍ରତିମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
Views: 71