The Ultimate Managed Hosting Platform
ADVERTISEMENT

ବାଲୁକା କଳାରେ ନିର୍ବାଚନୀ ସଚେତନତା, ନୂଆ ଭୋଟରଙ୍କୁ ଶୁଭେଚ୍ଛା

Facebook
Twitter
LinkedIn

ପୁରୀ : ବାଲୁକାକଳାରେ ନିର୍ବାଚନୀ ସଚେତନତା । ପୁରୀ ବେଳାଭୂମିରେ ସୁନ୍ଦର ବାଲୁକାକଳାରେ ଲୋକଙ୍କୁ ସଚେତନତା ଜଣାଇବା ସହ ନୂଆ ଭୋଟରଙ୍କୁ ଶୁଭେଚ୍ଛା ଜଚ୍ଚାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଆଜିଠାରୁ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଛି । ସମସ୍ତେ ନିଜ ନିଜର ମୂଲ୍ୟବାନ ଭୋଟ ଦେଇ ନିଜ ନିଜର ମତ ସାବ୍ୟସ୍ତ କରିବାକୁ ବାଲୁକାକଳା ମାଧ୍ୟମରେ ଆହ୍ୱାନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login