The Ultimate Managed Hosting Platform
ADVERTISEMENT

ବାରହା ଆକ୍ରମଣରେ ୩ ଗୁରୁତର

Facebook
Twitter
LinkedIn

କୃଷ୍ଣପ୍ରସାଦ: ବାରାହା ଆକ୍ରମଣରେ ୩ ଗୁରୁତର । ୩ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । କୃଷ୍ଣପ୍ରସାଦ ଥାନା ଅଅଁଳାକୁଦ ଗାଁରେ ବାରହା ଆତଙ୍କ । ବିଲରେ କାମ କରୁଥିବା ବେଳେ ୨ ଜଣଙ୍କୁ ବାରାହା ଆକ୍ରମଣ । ଚିଲିକାରେ ମାଛ ଧରିବା ବେଳେ ଅନ୍ୟ ଜଣଙ୍କୁ ଆକ୍ରମଣ କରିଥିଲା । ବାରହା ଆତଙ୍କ ପରେ ଲୋକେ ଭୟଭୀତ ହୋଇ ରହିଛନ୍ତି । ତୁନ୍ତ ବନ ବିଭାଗ ଏହି ଜଙ୍ଗଲି ବାରହାକୁ କାବୁ କରିବାକୁ ଦାବି ହୋଇଛି । ଘଟଣା ସ୍ଥଳରେ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହିତ ଅଞ୍ଚଳରେ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login