The Ultimate Managed Hosting Platform
ADVERTISEMENT

ବାରବାଟୀ ଲାଇଟ ବିଭ୍ରାଟକୁ ନେଇ ଗୋହି ଖୋଳିଲେ କେଭି ସିଂ ଦେଓ

Facebook
Twitter
LinkedIn

ଭୁବନେଶ୍ୱର : ବାରବାଟୀ ଲାଇଟ ବିଭ୍ରାଟକୁ ନେଇ ଗୋହି ଖୋଳିଲେ କେଭି ସିଂ ଦେଓ । ଏଥିରେ ଟାଟା ପାୱାର ଭୂମିକା ନାହିଁ , ଜେନେରେଟର ଚାଲିଥିଲା । ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି , ଟିକେ ମନେ ପକାନ୍ତୁ । ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ଲାଇଟ କଟିଥିଲା । ସେତେବେଳେ ଜେନେରେଟର ନୁହେଁ , ସରକାରୀ ସପ୍ଲାଇ ଥିଲା । ସେତେବେଳେ କଣ ହେଲା ଆଜି ଯାଏଁ ସ୍ପଷ୍ଟୀକରଣ ମିଳିନି । ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ କହିଲେ କେଭି ସିଂହଦେଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login