The Ultimate Managed Hosting Platform
ADVERTISEMENT

ବାରଣ୍ଡାକୁ ମାଡିଗଲା କାର , ୨ ଗୁରୁତର

Facebook
Twitter
LinkedIn

ବାଲେଶ୍ୱର : ଗୁଡିପଦାରେ ଘର ବାରଣ୍ଡାକୁ ମାଡିଗଲା କାର। ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। କାର ଚଢିଯିବାରୁ ବୃଦ୍ଧାଙ୍କ ସହ ଜଣେ ପଡୋଶୀ ଝିଅ ଗୁରୁତର। ବୃଦ୍ଧାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଲେ ଝିଅଟି ସ୍ଥାନୀୟ ମେଡିକାଲରେ ଭର୍ତ୍ତି। ନିଶାସକ୍ତ ଡ୍ରାଇରକୁ ଅଟକ ରଖିଲା ସହଦେବଖୁଣ୍ଟା ଥାନା ପୋଲିସ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login