The Ultimate Managed Hosting Platform
ADVERTISEMENT

ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ

Facebook
Twitter
LinkedIn

କେନ୍ଦ୍ରାପଡା : ବାମ ମୋଡ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ । ଦେବୋତ୍ତର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ ନେଲା । ରେଲୱେ ଜ୍ୟାକ ଜରିଆରେ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ । ଆଜି ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ପରିବେଶ ଭିତରେ ଚାଲିଛି ରଥ ଟଣା । ଗତକାଲି ପହଣ୍ଡି ପରେ ଦେବୋତ୍ତର କାର୍ୟ୍ୟାଳୟ ପର୍ୟ୍ୟନ୍ତ ରଥ ଯାଇ ଅଟକିଥିଲା । ଆଜି ପୁଣିଥରେ ରଥ ଟାଣୁଛନ୍ତି ଲକ୍ଷାଧିକ ଭକ୍ତ । ଏହି ଗୋଟିଏ ରଥରେ ତିନି ଠାର ମାଉସୀ ମା’ଙ୍କ ମନ୍ଦିରକୁ ଯାଉଛନ୍ତି । ପ୍ରବଳ ବର୍ଷା ସତ୍ତ୍ବେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି । କେନ୍ଦ୍ରପଡ଼ା ଶ୍ରୀବଳଦେବଜିଉଙ୍କ ରଥଯାତ୍ରାରେ ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଛି । ପୂର୍ବରୁ ଏଭଳି ସମସ୍ୟା ହେବାରୁ ରାସ୍ତା କଡ଼କୁ ମାଡ଼ିଯାଇଥିଲା ବ୍ରହ୍ମ ତାଳଧ୍ବଜ ରଥ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login