ପୁରୀ : ବାବାଙ୍କୁ ମାରିଦେଲେ ବାବା । ପୁରୀ ବାସେଳି ସାହି ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ । ଜଣେ ବାବାଙ୍କୁ କାଠ ଫାଳିଆରେ ପିଟି ପିଟି ମାରିଦେଲେ ଆଉ ଜଣେ ବାବା । ଆକ୍ରମଣରେ ଜଣେ ଗୁରୁତର ।ଖବର ଅନୁଯାୟୀ ଗତି କିଛି ଦିନ ଧରି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା । କାଠ ଫାଳିଆରେ ବିଷ୍ଣୁ ବାବା ଆକ୍ରମଣ କରି ଅର୍ଜୁନ ଦାସଙ୍କୁ … Continue reading ବାବାଙ୍କୁ ହତ୍ୟା କଲେ ବାବା
Copy and paste this URL into your WordPress site to embed
Copy and paste this code into your site to embed